ଡେନୋସୁମାବ
Monoclonal antibody | |
---|---|
Type | Whole antibody |
Source | Human |
Target | RANK ligand |
Clinical data | |
Trade names | Prolia, Xgeva |
Synonyms | AMG-162 |
AHFS/Drugs.com | monograph |
MedlinePlus | a610023 |
data | |
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Pharmacokinetic data | |
Bioavailability | N/A |
Metabolism | proteolysis |
Chemical and physical data | |
Formula | C6404H9912N1724O2004S50 |
Molar mass | ୧,୪୪,୭୨୨.୮0 g·mol−1 |
(verify) |
ଡେନୋସୁମାବ, ବିକ୍ରୟ ନାମମାନ ଯଥାକ୍ରମେ ପ୍ରୋଲିଆ ଏବଂ ଏକ୍ସଗେଭା (Xgeva), ଏକ ଔଷଧ ଯାହା ଓଷ୍ଟିଓପୋରୋସିସ୍, ହାଡ କର୍କଟ ଏବଂ କର୍କଟ ରୋଗ ଜନିତ ହାଇପରକ୍ୟାଲସେମିଆର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ ।[୧] ଏହା ସହିତ କ୍ୟାଲସିୟମ ପରିପୂରକ ଏବଂ ଭିଟାମିନ୍ ଡି ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସେଲୁଲାଇଟିସ୍, କମ୍ କ୍ୟାଲସିୟମ୍, ଆଲର୍ଜି ପ୍ରତିକ୍ରିୟା ଏବଂ ଅଧଃ ହନୁହାଡ଼ ତଥା ଉର୍ଦ୍ଧ୍ୱ ହନୁହାଡ଼ () ନଷ୍ଟ
(osteonecrosis of the jaw) ହୋଇଯାଏ । [୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ରାଙ୍କ୍ଲ(RANKL) ସହିତ ସଂଲଗ୍ନ ହୋଇ ହାଡ଼ ଭାଙ୍ଗୁଥିବା ଓଷ୍ଟିଓକ୍ଲାଷ୍ଟ ସଂଖ୍ୟାକୁ ପ୍ରତିରୋଧ କରି ହ୍ରାସ କରିଥାଏ ।[୩]
୨୦୧୦ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡେନୋସୁମାବ ସୁପାରିସ ହୋଇଥିଲା ।[୧][୩] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏହାର ୬୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ £୧୮୦ ଥିଲା। । [୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ୧୨୫୦ ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Denosumab Monograph for Professionals". Drugs.com (in ଇଂରାଜୀ). Archived from the original on 30 April 2021. Retrieved 23 December 2021.
- ↑ ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 776. ISBN 978-0857114105.
- ↑ ୩.୦ ୩.୧ ୩.୨ ୩.୩ "Prolia". Archived from the original on 16 September 2021. Retrieved 23 December 2021.
- ↑ "Prolia Prices, Coupons & Savings Tips - GoodRx". GoodRx. Archived from the original on 8 October 2021. Retrieved 23 December 2021.