Nothing Special   »   [go: up one dir, main page]

Showing 93 Result(s)
Vegetarian

ବନ୍ଧା କୋବି ତରକାରୀ

ଉପକରଣ ଆବଶ୍ୟକ ଅନୁସାରେ ବନ୍ଧାକୋବି, ଆଳୁ, ବିଲାତି, ବାଇଗଣ, ଲୁଣ, ହଳଦି, କଞ୍ଚାଲଙ୍କା, ଅଳ୍ପଘିଅ, ପଞ୍ଚୁ ଫୁଟଣ, ଅଳ୍ପ ଚିନି, ହେଙ୍ଗୁ ଓ ରିଫାଇନ୍ ତେଲ ନେବେ ପ୍ରସ୍ତୁତି. – ପ୍ରଥମେ ବନ୍ଧାକୋବିକୁ କାଟି ଛୋଟ ଛୋଟ କରି ଗରମ ପାଣିରେ ପକାଇ ପାଣି ଛାଣି ରଖନ୍ତୁ । ଆଳୁକୁ ଧୋଇକି ଛୋଟ ଛୋଟ କାଟି ତେଲରେ ଭାଜି ରଖନ୍ତୁ । ଗରମ ତେଲରେ ହେଙ୍ଗୁ , କଞ୍ଚାଲଙ୍କା ଓ ଫୁଟଣ ଫୁଟାନ୍ତୁ । ଫୁଟଣ ଫୁଟିଗଲା …

Vegetarian

ବନ୍ଧାକୋବି ବରା

ଉପକରଣ ବନ୍ଧାକୋବି-୫୦୦ ଗ୍ରାମ୍, କଞ୍ଚାଲଙ୍କା-୩ଟି, ପିଆଜ-୩ଟି, କଳାଜିରା-୪ଚାମୁଚ, ଦରକାର ଅନୁସାରେ ଲୁଣ ଓ ତେଲ ନିଅନ୍ତୁ । ପ୍ରସ୍ତୁତି – ପ୍ରଥମେ ବନ୍ଧାକୋବିକୁ ଟିକି ଟିକି କରି କାଟି ଭଲ ଭାବରେ ଧୋଇ ଦିଅନ୍ତୁ । ତା’ପରେ ଏଥିରୁ ପାଣି ନିଗାଡ଼ି ଦିଅନ୍ତୁ । ବଟା ବିରିରେ କଟା ବନ୍ଧାକୋବି, କଟା କଞ୍ଚାଲଙ୍କା, କଟା ପିଆଜ, କଳାଜିରା ଓ ଲୁଣ ମିଶାଇ ଭଲ କରି ଫେଣ୍ଟି ଗୋଳେଇ ଦିଅନ୍ତୁ । ଗରମ ତେଲରେ ଏହାକୁ ବରାଭଳି ତିଆରି …

ଆଳୁ ଓ ବାଇଗଣ ଭର୍ତ୍ତା 1
Vegetarian

ଆଳୁ ଓ ବାଇଗଣ ଭର୍ତ୍ତା

ପ୍ରଥମେ ଆଳୁକୁ ସିଝାଇ ଥଣ୍ଡା କରିଦେବେ । ବାଇଗଣ ମଝିରୁ କଣା କରି ଏହାକୁ ପୋଡ଼ି ଥଣ୍ଡା କରି ଚକଟି ଦେବେ । ବାଇଗଣ ପୋଡ଼ି ଗଲେ ଏହାକୁ ଧୋଇ ଚୋପା ଛଡ଼ାଇ ଦେବେ । ଆଳୁରୁ ମଧ୍ୟ ଚୋପା ଛଡ଼ାଇ ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ, କଟା କଞ୍ଚାଲଙ୍କା ଓ କଟା । ଧନିଆପତ୍ର ପକାଇ ଭାଜିଦେବେ । ଏହା ଭଜା ହୋଇଗଲେ ସେଥିରେ ଆଳୁ ସିଝା, ବାଇଗଣ …

error: Content is protected !!